ଏହି ବ୍ୟାୟାମରେ କମିବ ରକ୍ତଚାପ !
ଭୁବନେଶ୍ବର: ସୁସ୍ଥ ରହିବା ପାଇଁ ଘଣ୍ଟା ଘଣ୍ଟା ଧରି ଜିମ୍ରେ କସରତ କିମ୍ବା ଟ୍ରେଡମିଲ୍ରେ ଦୌଡ଼ିବା ସବୁବେଳେ ଜରୁରୀ ନୁହେଁ । ବିଶେଷ କରି ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡ୍ ପ୍ରେସର ସମସ୍ୟାରେ ପୀଡ଼ିତ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଗବେଷଣାରୁ ଜଣାପଡ଼ିଛି, ‘ଆଇସୋମେଟ୍ରିକ୍ ବ୍ୟାୟାମ’ ଜରିଆରେ ମାତ୍ର କିଛି ମିନିଟ୍ ସ୍ଥିର ରହି ଆପଣ ନିଜ ହୃଦୟକୁ ସୁସ୍ଥ ରଖିବା ସହ ରକ୍ତଚାପକୁ ନିୟନ୍ତ୍ରଣ କରିପାରିବେ ।
- Read more about ଏହି ବ୍ୟାୟାମରେ କମିବ ରକ୍ତଚାପ !
- Log in to post comments